Jump to content

ଦୋଳଘଣ୍ଟ ବାଜିବା

ଉଇକିଅଭିଧାନ‌ରୁ

ଦୋଳଘଣ୍ଟ ବାଜିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବିଶିଷ୍ଟ ପ୍ରୟୋଗ; ଦୋଳଯାତ୍ରାରେ ଘଣ୍ଟ ଆଦି ବାଜିବାରୁ)

[ସମ୍ପାଦନା]

ଦୋଳ ଉତ୍ସବର ସମୟ ଉପସ୍ଥିତ ହେବା —The arrival of the time of Doḻa festival.