Jump to content

ଦୋଳନ

ଉଇକିଅଭିଧାନ‌ରୁ

ଦୋଳନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଦୋଳ ଧାତୁ+ଭାବ. ଅନ)

[ସମ୍ପାଦନା]
୧. କମ୍ପନ; ଝୁଲିବା — ୧. Oscillating.
୨. ଝୁଲାଇବା —୨. Swinging; suspending.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦୋଳା —A swing.

ଅଶୋକ ମାଧବୀ ନାଗକେଶର ବଲ୍ଲବୀ ଦୋଳନେ ଦୋଳନ୍ତି ଏଥି ନିରୁତେ ଅଫ୍ସରା ରାଧାନାଥ. ମହାଯାତ୍ରା