ଦୋଳା
ଦେଖଣା
ଦୋଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୋଳା+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଖଟିଆ; ହାନ୍ଦୋଳା; ଶିବିକା— ବିଶେଷ —୧. Sedan chair.
- ୨. ଖଟୁଳୀ; ଚଉଦୋଜ; ବିମାନ — ୨. A carrying chair.
- ୩. ଝୁଲିବା ଯନ୍ତ୍ର —୩. A swinging device; aswing.
- ୪. ନୀଳଗଛ (ହିନ୍ଦୀ - ଶବ୍ଦସାଗର) —୪. Indigo plant.
ଦେଶଜ - ବିଶେଷ୍ୟ - (ଅନାଦରାର୍ଥ)
[ସମ୍ପାଦନା]ଦୋଳଗୋବିନ୍ଦର ଡାକ ନାମ — Name for calling Doḻagobinda.