Jump to content

ଦୋଳାଇବା

ଉଇକିଅଭିଧାନ‌ରୁ

ଦୋଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୋଳି ଧାତୁ)

[ସମ୍ପାଦନା]

ଦୋଳି ପହଞ୍ଚାଇବା; ଝୁଲାଇବା; ସଞ୍ଚାଳିତ କରାଇବା —To cause to swing; to rock to and fro.

ପତାକା ଦୋଳାଇ ରଙ୍ଗେ ପ୍ରସରିଲା ସୈନ୍ଧୁ—ମାରୁତ— ରାଧାନାଥ. ଉଷା