ଦୋଳ ଦଶହରା
ଦେଖଣା
ଦୋଳ ଦଶହରା
ଉଚ୍ଚାରଣ
[ସମ୍ପାଦନା]ଦୋଳ ଦଶରା, ଦୋଳ ଦୁର୍ଗାପୂଜା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦୋଳ ଦଶହରା
|
ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)
[ସମ୍ପାଦନା]ବର୍ଷକ ମଧ୍ୟରେ ହିନ୍ଦୁର ଦୁଇଗୋଟି ପ୍ରଧାନ ପର୍ବ (ଯଥା—ଫାଲ୍ଗୁନରେ ଦୋଳଯାତ୍ରା ଓ ଆଶ୍ୱିନରେ ଦୁର୍ଗା ପୂଜା) — The two chief festivals of the Hindus in a year, viz. Doḻaj̄ātrā and durgāpūjā.
[ ଦ୍ର—ଆମ ଦେଶରେ ବର୍ଷକରେ ଏହି ଦୁଇ ଉତ୍ସବରେ ପରି ବାରସ୍ଥ ବ୍ୟକ୍ତିଗଣଙ୍କୁ ଓ ଭୃତ୍ୟାଦିଙ୍କୁ ଗୃହସ୍ୱାମୀ ନୂଆ ଲୁଗା ଦିଅନ୍ତି]