Jump to content

ଦୋଶାଳୀ

ଉଇକିଅଭିଧାନ‌ରୁ

ଦୋଶାଳୀ

ଉଚ୍ଚାରଣ

[ସମ୍ପାଦନା]

(ଦୋଶାଳିଆ—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଖୁବ୍ ଖାଲ ଯାଗାରୁ ପାଣି ଉପରକୁ ଉଠାଇବା ପାଇଁ ବ୍ୟବହୃତ ଦୁଇଟି ଶେଣା ବା ଶାଳ — Two separate baling arrangements done in the case of lifting water from a deep place.

[ ଦ୍ର—ପ୍ରଥମ ପୋଖରୀରୁ ନିମ୍ନତର ଶେଣାରେ ପାଣି ଉଠାଯାଇ ଗୋଟିଏ ଖାଲରେ ଜମା କରାଯାଏ ଓ ପୁଣି ସେ ଖାଲରୁ ଦ୍ୱିତୀୟ ଉଚ୍ଚତର ଶେଣାଦ୍ୱାରା ପାଣି ଉଠାଯାଇ କିଆରିକୁ ମଡ଼ାଯାଏ ]