Jump to content

ଦୋଷକର

ଉଇକିଅଭିଧାନ‌ରୁ

ଦୋଷକର

ଉଚ୍ଚାରଣ

[ସମ୍ପାଦନା]

(ଦୋଷକୃତ୍, ଦୋଷକାରୀ—ଅନ୍ୟରୂପ)

(ଦୋଷକାରୀ, ଦୋଷକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୋଷ+କୃ ଧତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଯେ ଅପରାଧ କରେ —୧. Offending.
୨. ଅନିଷ୍ଟଜନକ — ୨. Injurious; hurtful.