Jump to content

ଦୋଷଗ୍ରାହୀ

ଉଇକିଅଭିଧାନ‌ରୁ

ଦୋଷଗ୍ରାହୀ

ଉଚ୍ଚାରଣ

[ସମ୍ପାଦନା]

(ଗୁଣଗ୍ରାହୀ—ବିପରୀତ)

(ଦୋଷଗ୍ରାହିଣୀ—ସ୍ତ୍ରୀ) 

(ଦୋଷଗ୍ରାହିତା—ବି)

ସଂସ୍କୃତ - ବିଶେଷଣ - (ଦୋଷ+ଗ୍ରହ୍ ଧାତୁ=କର୍ତ୍ତୃ. ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯେଉଁ ଲୋକ ପରର ଗୁଣ ନ ଦେଖି କେବଳ ଦୋଷ ଦେଖେ; ଦୋଷଦର୍ଶୀ — ୧. Fault-finding; censorious (Apte)
୨. ଦୁଷ୍ଟ —୨. Wicked.
୩. ଈର୍ଷା —୩. Malicious; malignant. (Apte)