Jump to content

ଦୋଷଘ୍ନ

ଉଇକିଅଭିଧାନ‌ରୁ

ଦୋଷଘ୍ନ

ଉଚ୍ଚାରଣ

[ସମ୍ପାଦନା]
(ଦୋଷଘ୍ନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଦୋଷ+ହନ୍ ଧାତୁ+କର୍ତ୍ତ. କ୍ୱିପ୍)

[ସମ୍ପାଦନା]

ଯେଉଁ ଔଷଧ ବା ଚିକିତ୍ସାଦିଦ୍ୱାରା ଶରୀରସ୍ଥ କୁପିତ ବାତ, ପିତ୍ତ ଓ କଫର ଦୋଷ ଶାନ୍ତି ହୁଏ —(medicinal treatment) Which conuteracts the morbidity of the humours of the system.