Jump to content

ଦୋଷଜ୍ଞ

ଉଇକିଅଭିଧାନ‌ରୁ

ଦୋଷଜ୍ଞ

ଉଚ୍ଚାରଣ

[ସମ୍ପାଦନା]
(ଦୋଷଜ୍ଞା—ସ୍ତ୍ରୀ) 

(ଦୋଷଜ୍ଞତା—ବି)

ସଂସ୍କୃତ - ବିଶେଷ୍ୟ - (ଦୋଷ+ଜ୍ଞା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଦୋଷ ସମ୍ୱନ୍ଧେ ଅଭିଜ୍ଞ —୧. Experienced in finding out faults.
୨. ଜ୍ଞାନୀ —୨. Learned; sagacious.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ରୋଗଜ୍ଞ ଚିକିତ୍ସକ — ୧. An expert physician.
୨. ପଣ୍ଡିତ ବ୍ୟକ୍ତି —୨. A learned person.
୩. ଜ୍ଞାନୀ ବ୍ୟକ୍ତି —୩. A wise man.
୪. ବୈଦ୍ୟ; ଚିକିତ୍ସକ —୪. A physician (Apte).