Jump to content

ଦୋଷତ୍ରୟ

ଉଇକିଅଭିଧାନ‌ରୁ

ଦୋଷତ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶରୀରସ୍ଥ ବାୟୁ, ପିତ୍ତ ଓ କଫ, ଏହି ତିନି ଗୋଟି ଧାତୁର ବିକୃତି —The morbidity or vitiation of the three humours of the body (e.g. wind, bile and phlegm).