Jump to content

ଦୋଷଦର୍ଶୀ

ଉଇକିଅଭିଧାନ‌ରୁ

ଦୋଷଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]
(ଦୋଷଦର୍ଶିନୀ—ସ୍ତ୍ରୀ) 

ଦୋଷଦର୍ଶିତା, ଦୋଷଦର୍ଶନବି

(ଦୋଷଦ୍ରଷ୍ଟା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଂ. (ଦୋଷ+ଦୃଶ୍ ଧାତୁ+କର୍ତ୍ତୃ. ଇନ୍, ୧ମା. ୧ବ)

[ସମ୍ପାଦନା]

ଯେ ପରର ଦୋଷ ଖୋଜି ବୁଲେ; ଦୋଷଗ୍ରାହୀ — One who is on the look our for the faults of others; fault-finding; censorious.