Jump to content

ଦୋଷପତ୍ର

ଉଇକିଅଭିଧାନ‌ରୁ

ଦୋଷପତ୍ର

ଉଚ୍ଚାରଣ

[ସମ୍ପାଦନା]

ଦୋଷପତ୍ରିକା, ଦୋଷଲେଖଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଦୋଷ ଉଲ୍ଲେଖକାରୀ ପତ୍ର)

[ସମ୍ପାଦନା]

ଅପରାଧୀର ଅପରାଧର ବିବରଣ ଯେଉଁ କାଗଜରେ ଲେଖାଥାଏ —A writing describing the details of an offence or defect; a written declaration of an offence; a charge sheet.