Jump to content

ଦୋଷଳ

ଉଇକିଅଭିଧାନ‌ରୁ

ଦୋଷଳ

ଉଚ୍ଚାରଣ

[ସମ୍ପାଦନା]
(ଦୋଷଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଦୋଷ+ଅଛି ଅର୍ଥରେ ଳ)

[ସମ୍ପାଦନା]
୧. ଦୋଷଯୁକ୍ତ —୧. Faulty; defective.
୨. ପାପୀ —୨. Sinful (Apte)