Jump to content

ଦୋଷା

ଉଇକିଅଭିଧାନ‌ରୁ

ଦୋଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. (ଦୁଷ୍ ଧାତୁ=ବିକୃତ ହେବା+ଅଧିକରଣ ଅ+ସ୍ତ୍ରୀ. ଆ)—ରାତ୍ରି —୧. Night.
୨. (+କରଣ ଅ+ଆ) ବାହୁ —୨. Arm; hand.


୩. ଅନ୍ଧକାର —୩. Darkness (Apte).
୪. ସନ୍ଧ୍ୟା (ହିନ୍ଦୀ - ଶବ୍ଦସାଗର) —୩. Evening.