ଦୋଷାକାର
ଦେଖଣା
ଦୋଷାକାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୋଷ+ଆକର)
[ସମ୍ପାଦନା]- ୧. ମହାପାପୀ —୧. Very sinful.
- ୨. ଅପରାଧୀ —୨. Guilty.
- ୩. ଯେଉଁ ଲୋକଠାରେ ଦୋଷର ମାତ୍ରା ଅତି ଅଧିକ — ୩. Full of faults.
- ୪. (ଦୋଷା=ରାତ୍ରି+କୃ ଧାତୁ+କର୍ତ୍ତୃ. ଅ; କିମ୍ୱା ଦୋଷାରେ କର ଦିଅନ୍ତି ଯେ= ନିଶାକାର)—ଚନ୍ଦ୍ର — ୪. The moon (lit. the night-maker or emitting rays in the night).