Jump to content

ଦୋଷାବହ

ଉଇକିଅଭିଧାନ‌ରୁ

ଦୋଷାବହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଉପପଦ ତତ୍; ଦୋଷ+ଆବହ=ଯେ ବହନ କରେ)

[ସମ୍ପାଦନା]
୧. ଦୋଷଜନକ —୧. Faulty.
୨. ପାପଜନକ —୨. Sinful.
୩. ଦୋଷପୂର୍ଣ୍ଣ —୩. Full of blemishes or defects.