Jump to content

ଦୋଷାରୋପ

ଉଇକିଅଭିଧାନ‌ରୁ

ଦୋଷାରୋପ

ଉଚ୍ଚାରଣ

[ସମ୍ପାଦନା]

(ଦୋଷାରୋପଣ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଦୋଷ+ଆରୋପ)

[ସମ୍ପାଦନା]

ଅନ୍ୟ ବ୍ୟକ୍ତି ଉପରେ କୌଣସି ଦୋଷର ଅଭିଯୋଗ — Accusation; charge; laying the blame on another.