Jump to content

ଦୋଷିବା

ଉଇକିଅଭିଧାନ‌ରୁ

ଦୋଷିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଦୁଷ୍ ଧାତୁ)

[ସମ୍ପାଦନା]

ଦୋଷାରୋପ କରିବା; ନିନ୍ଦା କରିବା — To blame; to attribute blame to some one.

ମୁହୂର୍ମୁହୂଃ ମୁଣ୍ଡେ କର ହାଣି କାନ୍ଦିଲା କରୁଣେ ଦୋଷି ଦାରୁଣ ବିହିକି ରାଧାନାଥ. ମହାଯାତ୍ରା