Jump to content

ଦୋଷୈକଦର୍ଶୀ

ଉଇକିଅଭିଧାନ‌ରୁ

ଦୋଷୈକଦର୍ଶୀ

ଉଚ୍ଚାରଣ

[ସମ୍ପାଦନା]

ଦୋଷୈକରର୍ଶିନୀ, ଦୋଷୈକଦୃଶାସ୍ତ୍ରୀ

(ଦୋଷୈକ ଦୃକ୍—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଦୋଷ+ଏକ+ଦୃଶ୍ ଧାତୁ=କର୍ତ୍ତୃ ଇନ୍; ୧ମା. ୧ବ)

[ସମ୍ପାଦନା]

ଗୁଣ ନ ଦେଖି ଯେ କେବଳ ମାତ୍ର ଦୋଷ ଦେଖେ — Fault-finding; censorious.