ଦୋଷ କାଢ଼ିବା
ଦେଖଣା
ଦୋଷ କାଢ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୋଷ କାଢ଼ିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କୌଣସି ବସ୍ତୁ ବା ବିଷୟରେ ଥିବା ଦୋଷକୁ ବାହର କରିବା — ୧. To find out the fault in a matter or thing.
(ଦୋଷ ବାହାର କରିବା—ଅନ୍ୟରୂପ)
- ୨. ଦୋଷ ବହା ଅପରାଧର ପତ୍ତା ଲଗାଇବା —୨. To trace out a fault or defect.
- ୨. ଅନ୍ୟର ଦୋଷକୁ ସାଧାରଣରେ ପ୍ରକାଶ କରିବା — ୩. To publish the guilt or defect of a person.