Jump to content

ଦୋଷ ଖଣ୍ଡେଇବା

ଉଇକିଅଭିଧାନ‌ରୁ

ଦୋଷ ଖଣ୍ଡେଇବା

ଉଚ୍ଚାରଣ

[ସମ୍ପାଦନା]

[ଦୋଷ ଘୁ(ଞ୍ଚେ)ଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆପଣା ଉପରେ ଆରୋପିତ ଦୋଷରୁ ଆପେ ମୁକ୍ତ ହେବାର ଉପାୟ କରିବା — ୧. To wipe out a blot from one's self; to repel an accusation.
୨. ଅନ୍ୟର ଆପରାଧ ବା ଦୋଷ କ୍ଷମା କରିବା — ୨. To forgive another's fault.