Jump to content

ଦୋଷ ଘୋଡ଼େଇବା

ଉଇକିଅଭିଧାନ‌ରୁ

ଦୋଷ ଘୋଡ଼େଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅନ୍ୟ ଆଗରେ ନିଜର ତ୍ରୁଟୀ ବା ଦୋଷକୁ ଲୁଚାଇବା — ୧. To try to conceal one's faults or blemishes from the eyes of another.
୨. ଅନ୍ୟକୃତ ଦୋଷକୁ ସାଧାରଣଙ୍କ ଦୃଷ୍ଟିରୁ ଗୋପନ ରଖିବା —୨. To conceal the fault of another from the eyes of the public.