Jump to content

ଦୋସନ୍ଧି

ଉଇକିଅଭିଧାନ‌ରୁ

ଦୋସନ୍ଧି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି ଓ ସନ୍ଧି)

[ସମ୍ପାଦନା]
୧. ଦୁଇ ବସ୍ତୁ ମଧ୍ୟରେ ଥିବା ସନ୍ଧି —୧. Interstic; crevice.
୨. ଦୁଇ ସୀମା ମଧ୍ୟରେ ଥିବା ଫାଙ୍କ —୨. The space between two boundaries.
୩. (ଲକ୍ଷଣାର୍ଥ) ବିଷମ ସମସ୍ୟା — ୩. (figurative) Dilemma.

ଏହିପରି ଦୋସନ୍ଧିରେ ପଡ଼ି ଛଟପଟ ହୋଇ ଦଶରଥ କେତେବେଳେ ଉତ୍ତାରୁ ଟିକିଏ ଦମ୍ଭ ହେଲେ ନୀଳକଣ୍ଠଦାଶ. ପିଲାଙ୍କ ରାମାୟଣ