ଦୋସମାଳି ପଥର
ଦେଖଣା
ଦୋସମାଳି ପଥର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୋସମାଳି ପଥର
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ପଥର ଦୁଇ ମଉଜାର ସୀମା— ନିର୍ଧେଶାର୍ଥ ପୋତା ହୋଇଥାଏ — Boundary stone set up on the boundary line of two villages.
(ଯଥା—ଏହିପରି ଦୋସମାଳି ଖୁଣ୍ଟ, ଦୋସମାଳି ଖୁଣ୍ଟି, ଦୋସମାଳି ପାହ୍ୟା, ଦୋସମାଳି ପିଲ, ଦୋସମାଳି ବମ୍ୱା, ଦୋସମାଳି ପିଲି— ପାହ୍ୟା ଆଦି ଶବ୍ଦ ହୁଏ)