ଦୋସର
ଦେଖଣା
ଦୋସର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ୱି+ସୃ ଧାତୁ; ହିନ୍ଦୀ - ଦୁସର)
[ସମ୍ପାଦନା]ସଙ୍ଗୀ — A companion.
ଧନ୍ୟ ବର୍ଣ୍ଣ ପ୍ରାଣସଖା ଜୀବନ ଦୋସର କି ଅମୃତ ରସାୟନ ତାକିଲ କର୍ଣ୍ଣର ମଧୂସୂଧନ. କର୍ଣ୍ଣବଧି
ଅ
[ସମ୍ପାଦନା]ପୁଣି; ଦ୍ୱିତୀୟଥର —Again; for the second time.
ତାହା ପ୍ରାଣ ନ ନେଲେ ମୋହର ବିଶିଖ ନ ଦେଖିବି ମୁହିଁ ଦୋସର ତୁମ୍ଭ ମୁଖ କୃଷ୍ଣସିଂହ. ମହାଭାରତ. ବନ
ଦେଶଜ - ସର୍ବ
[ସମ୍ପାଦନା]- ୧. ଦ୍ୱୀତୀୟ —୧. Second.
ମୋହ ବିନୁ ନାହିଁ ତହିଁ ଦୋସର ପୁରୁଷ ପ୍ରାଚୀ. ରହସ୍ୟମଞ୍ଜରୀ
- ୨. ଅନ୍ୟ —୨. Another.
ଦୋସର ନ ପାରଇ କହି ଯଶୋବନ୍ତ, ପ୍ରେମଭକ୍ତି ଗୀତା