Jump to content

ଦୋସରା

ଉଇକିଅଭିଧାନ‌ରୁ

ଦୋସରା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଦୋସ୍ରା—ଅନ୍ୟରୂପ)

ଦେଶଜ - ବିଣ—(ସିଂ ଦ୍ୱି=ସୃ ଧାତୁ; ହିନ୍ଦୀ - ତୁସ୍ରା)

[ସମ୍ପାଦନା]
୧. ଦ୍ୱିତୀୟ — ୧. Second.
୨. ଅନ୍ୟ —୨. Another.
୩. ସ୍ୱତନ୍ତ୍ର; ପୃଥକ୍; ଭିନ୍ନ —୩. Separate.
୪. ଯୋଡ଼ା; ଯୁଗ୍ମ —୪. In pairs.
୫. ଦୋସରିଆ (ଦେଖ) - ୫. Dosariā (See)

ବିଶେଷ୍ୟ -

[ସମ୍ପାଦନା]
୧. ମାସର ଦୁଇ ତାରିଖ —୧. The second day of the month.
୨. ସହାୟକ ବ୍ୟକ୍ତି —୨. Assistant; collegue.