ଦୋସରୀ
ଦେଖଣା
ଦୋସରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାଦ୍ୟବିଶେଷ; ଦୁଇଟି ସ୍ୱରବିଶିଷ୍ଟ ଯୋଡ଼ିମହୁରୀ — A musical instrument; a flute which produces two tunes simultaneously.
ଭେରୀ ମହୁରୀ ଆର ତୁରୀ, କାହାଳ ଶଙ୍ଖ ସେ ଦୋସରୀ ପ୍ରାଚୀ. ଯଶୋବନ୍ତ. ପ୍ରେମଭକ୍ତି ଗୀତା
ବିଶେଷଣ -
[ସମ୍ପାଦନା]ଦୋସରିଆ (ଦେଖ) - —Dosariā (See)