ଦୋସାଧୁ
ଦେଖଣା
ଦୋସାଧୁ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଃସାଧୀ=ଦ୍ୱାରପାଳ)
[ସମ୍ପାଦନା]- ୧. କଟୁଆଳ; ନଗରକ୍ଷୀ ପ୍ରଧାନ କର୍ମଚାରୀ — ୧. Head of the Police; Police Superintendent.
ଧନ ରତ୍ନ ଚାଙ୍ଗଡ଼ା ଦୋସାଧୁ ହସ୍ତେ ଦେବା ଦୁନ୍ଦୁଭି ବଜାଇ ନଗ୍ର ଯାକ ବୁଲାଇବା ବିଶ୍ୱନାଥ. ବିଚିତ୍ରରାମାୟଣ
- ୨. ଦ୍ୱାରୀ; ଦ୍ୱାରପାଳ —୨. Porter; door-keeper.