ଦୋସାଲା
ଦେଖଣା
ଦୋସାଲା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫା; ତୁଳନା - ଏକସାଲା, ତିଶାଲା, ଦଶସାଲା)
[ସମ୍ପାଦନା]- ୧. ଦୁଇବର୍ଷ ପାଇଁ ନିର୍ଦ୍ଦିଷ୍ଟ —୧. Limited for two years.
(ଯଥା—ଦୋସାଲା ପଟା)
- ୨. ଦୁଇ ବର୍ଷବୟସ୍କ —୨. Aged two years.
- ୩. ଦୁଇ ବର୍ଷ ଅନ୍ତରେ ଘଟିବା —୩. Happening at intervales of two years.
(ଯଥା—ଦୋସାଲା ବନ୍ଦୋବସ୍ତ)
- ୪. ଦୁଇ ଥର ପାଗ ହୋଇଥିବା (ଉଖୁଡ଼ା) — ୪. Twice seasoned with sugar (fried corn)
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଦୋଶାଲ (ଦେଖ) - —Doṡāla (See)