ଦୋସୂତୀ
ଡବଲ ସୂତାରେ ବୁଣା ହୋଇଥିବା; ମୋଟା (ଲୁଗା) —Woven with double thread; thick-woven (cloth).
ଡବଲ ବୁଣା ଚାଦର; ଯେଉଁ ଚାଦରରେ ଟାଣି ଓ ଭରଣିରେ ଦ୍ୱିଗୁଣିତ ସୂତା ଲାଗିଥାଏ — A dauble-woven cloth.