Jump to content

ଦୋସ୍

ଉଇକିଅଭିଧାନ‌ରୁ

ଦୋସ୍

ଉଚ୍ଚାରଣ

[ସମ୍ପାଦନା]

(ଦୋଷ୍—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦମ୍ ଧାତୁ=ଶାସନ କରିବା+କରଣେ. ଓସ୍)

[ସମ୍ପାଦନା]
୧. ତ୍ରିଭୁଜ ବା ଚତୁର୍ଭୁଜ କ୍ଷେତ୍ରର ବାହୁ — ୧. The sides or arms of a triangle or quadrangle.
୨. ବାହୁ —୨. The arm.
୩. ହସ୍ତ; କର —୩. The hand.