ଦୋହନ
ଦେଖଣା
ଦୋହନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଦୁହ ଧାତୁ+ଭାବ. ଅନ)
[ସମ୍ପାଦନା]- ୧. ଦୁହିଁବା; ଦୁଗ୍ଧା— କର୍ଷଣ —୧. Act of milking.
- ୨. ଦୁହାଁ ହେଲେ ଦୁଧ ଦେଉଥିବା —୨. Yielding milk.
କାମୀ କାମ ଦୋହନ, କରନ୍ତି ଗୋ ଦହନ; କଲଶେ ରଖି ପୁଣି ପୁଣି ଦୀନକୃଷ୍ଣ. ରସକଲ୍ଲୋଳ
- ୩. ସଂଗ୍ରହ କରିବା —୩. Collecting; compiling.
- ୪. (+ଅଧି. ଅନ) ଦୋହନ ପାତ୍ର —୪. A pail or pot into which milk is milked.