Jump to content

ଦୋହଲ

ଉଇକିଅଭିଧାନ‌ରୁ

ଦୋହଲ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ଦୋହୋଲ(ଳ)—ଅନ୍ୟରୂପ]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)

[ସମ୍ପାଦନା]
୧. କମ୍ପନ — ୧. Oscillation.
୨. ମନର ଅନିଶ୍ଚୟ ଅବସ୍ଥା — ୨. Vasillating.
୩. ଟଣା ଓଟରା — ୩. Dragging to and fro.
୪. ଆନ୍ଦୋଳନ —୪. Agitation.
୫. ବାଦ ବିବାଦ — ୫. Mutual recrimination; wordy fight.