ଦୋହଲାଇବା
ଦେଖଣା
ଦୋହଲାଇବା
ଉଚ୍ଚାରଣ
[ସମ୍ପାଦନା][ଦୋହଲା (ଲେ)ଇବା—ଅନ୍ୟରୂପ]
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଦୁଳ୍ ଧାତୁ ଣିଜନ୍ତ)
[ସମ୍ପାଦନା]- ୧. ଦୋହଲିବା କ୍ରିୟାର ଣିଜନ୍ତ ରୂପ — ୧. The causative from of Dohalibā
- ୨. ଝୁଲାଇବା —୩. To slacken; to loosen.
- ୩. ଝୁଙ୍କାଇବା — ୩. To slacken; to loosen.
ବ୍ରହ୍ମା ଭୟ ପାଇଣ ପଦ୍ମନାଳ ଧରି ଦୋହଲାନ୍ତେ ଉଠିଲେ ସେ ଘେନି ମୁରାରି—କୃଷ୍ଣସିଂହ. ମହାଭାରତ. ବନ
- ୪. ଇତସ୍ତତଃ ସଞ୍ଚାଳିତ କରିବା — ୪. To wave; to move to and fro.
ତେବେ ସେ ମୂଖମଣ୍ଡଳକୁ ଦୋହଲାଇ—କୃଷ୍ଣସିଂହ. ମହାଭାରତ ସଭା