Jump to content

ଦୋହଲିବା

ଉଇକିଅଭିଧାନ‌ରୁ

ଦୋହଲିବା

ଉଚ୍ଚାରଣ

[ସମ୍ପାଦନା]

(ଦୋହୋଲିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୁଳ୍ ଧାତୁ)

[ସମ୍ପାଦନା]
୧. ହଲିବା — ୧. To oscillate.
୨. ଝୁଲିବା —୨. To swing.
୩. ଇତସ୍ତତଃ ଚାଳିତ ହେବା — ୩. To move to and fro.

କେକୀ ନାଚେ ଯଥା ଦୋହଲି ଦୋହଲି—ରାଧାନାଥ. ଦରବାର