ଦୋହଳ
ଦେଖଣା
ଦୋହଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଦୋହ=ସନ୍ତୋଷ+ଲା ଧାତୁ=ଗ୍ରହଣ କରିବା+ କର୍ତ୍ତୃ. ଅ)
[ସମ୍ପାଦନା]ଇଚ୍ଛା; ଅଭିଳାଷ —Desire.
ପ୍ରାଦେଶିକ - (ଗଡ଼ଜାତ ଓ ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - ଦେହଳି)
[ସମ୍ପାଦନା]ବାରଣ୍ଡା; ଅଡ଼ଙ୍ଗ —Varanda; portico.
ଦୋହଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦୋହଳ
|
[ଦୋହୋଲ(ଳ)—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦୁଳ ଧାତୁ)
[ସମ୍ପାଦନା]- ୧. କମ୍ପନ୍ନ — ୧. Oscillation.
- ୨. ମନର ଅନିଶ୍ଚୟ ଅବସ୍ଥା — ୨. Vasillating.
- ୩. ଟଣା ଓଟରା — ୩. Dragging to and fro.
- ୪. ଆନ୍ଦୋଳନ —୪. Agitation.
- ୫. ବାଦ ବିବାଦ — ୫. Mutual recrimination; wordy fight.