Jump to content

ଦୋହା

ଉଇକିଅଭିଧାନ‌ରୁ

ଦୋହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ସଂସ୍କୃତ - ଦ୍ୱି)

[ସମ୍ପାଦନା]
୧. ଡୁହା; ହିନ୍ଦୀଭାଷାର ପଦ୍ୟସଂଯୁକ୍ତ ଢଗ —୧. Hindustanee doggerel.
୨. ହିନ୍ଦୀ ମାତ୍ରାଛନ୍ଦୋବିଶେଷ — ୨. A sort of Hindi metre.

[ଦ୍ରଷ୍ଟବ୍ୟ —ଏଥିରେ ଚାରି ଚରଣ ଥାଏ ଏହାର ପ୍ରଥମ ଦ୍ୱୀତୀୟ ଚରଣ ଏକ ଧାଡ଼ିରେ ଓ ତୃତୀୟ ଚତୁର୍ଥ ଚରଣ ଏକ ଧାଡ଼ିରେ ଲେଖାଯାଏ ଏହାର ପ୍ରଥମ ଓ ତୃତୀୟ ଚରଣରେ ୧୩: ଲେଖାଏଁ

ମାତ୍ରା ଏବଂ ଦ୍ୱିତୀୟ ଓ ଚତୁର୍ଥ ଚରଣରେ ୧୧: ଲେଖାଏଁ ମାତ୍ରା ଥାଏ ଦ୍ୱିତୀୟ ଓ ଚତୁର୍ଥ ଚରଣର ଶେଷ ଅକ୍ଷର ମିତ୍ରାକ୍ଷର ହୁଏ]