ଦୋହାଇ
ଦେଖଣା
ଦୋହାଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ଦ୍ୱି+ଆହ୍ୱାନ)
[ସମ୍ପାଦନା]- ୧. ଶପଥ; ରାଣ — ୧. Oath.
- ୨. ବାରମ୍ୱାର କୌଣସି ଦେବତା ବା ରାଜାଙ୍କ ନାମ ଧରି ସୁବିର ପ୍ରାର୍ଥନା କରିବା —୨. A call for justice in the name of a king or Deity; repeatedly invoking the name of God or king for justice.
ଦେଉଅଛି ମୂହଁ ଦୋହାଇ ତାଙ୍କ ପବିତ୍ର ନାମେ—ମଧୁସୂଧନ. କବିତା