ଦୋହି
ଦୋହାଇ (ଦେଖ) - Dohāi (See)
ଇନ୍ଦ୍ରଦ୍ୟୁମ୍ନ ତୀରେ ହାତେ ଲିଆ ଧରି ଡାକଇ କୌତୁକୀ ହୋଇ କମଠକୁ ଯାତ୍ରୀ, ନ ଆସିଲେ ତହୁଁ ଦିଏ ଗଙ୍ଗେଶ୍ୱର ଦୋହି ରାଧାନାଥ. ପାର୍ବତୀ