Jump to content

ଦୋହୋଡ଼

ଉଇକିଅଭିଧାନ‌ରୁ

ଦୋହୋଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଦ୍ୱିତୀୟ ଥର ହଳ କରିବା;ଦେଶଜ - ଓଡ଼ — ୧. Tilling for the second time.
୨. ଦୋରୁଅ (ଦେଖ) - —Dorua (See)

ବିଶେଷଣ -

[ସମ୍ପାଦନା]

ଦୋଓଡ଼; ଦୁଇ ଥର ଚାଷ କାରାଯାଇଥିବା (ଜମି) — (a plot of land) Tilled twice.