ଦୋହୋରା
ଦେଖଣା
ଦୋହୋରା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ଆନନ୍ଧ ବାଦ୍ୟ — ୧. A kind of drum.
- ୨. (ସଂସ୍କୃତ - ଦାବ; ଦବ) ଅଗ୍ନି —୨. Fire.
ଦୋହୋରା ମନ୍ଦିରୁ ଅନଳ ଅଣାଇଁ କଲେକ ସ୍ଥାପନ ବିଶ୍ୱନାଥ. ବିଚିତ୍ରରାମାୟଣ
- ୩. ଯେଉଁ ଜମିରେ ଗ୍ରାମର ଧୂଆଧୋଇ ପାଣି ପଶେ; ଧୋଓରା — ୩. A land where the rain water from a village accummulates.
ଗାଁଆର ଦୋହୋରା ପୋଖରୀ ଜଳ ୟାକୁ ଦେଉଥିବ ଆଗତ କର—କୃଷିବଚନ
[ଦ୍ରଷ୍ଟବ୍ୟ —ଏ ଜମି ଖୁବ ଉର୍ବରା ହୁଏ]
- ୪. ଜଳସ୍ରୋତରେ ଯେଉଁ ମାଟିମିଶା ସଢ଼ା, ପଚା, ପତ୍ରଆଦି ଭାସିଯାଏ ଓ ଅନ୍ୟତ୍ର ଜମା ହୁଏ —୪. The refuse matters that are carried away by rain water and deposited elsewhere.
- ୪. (ସଂସ୍କୃତ - ଦ୍ୱି) ଦ୍ୱିତୀୟବାର —୪. Second time.
- ୫. ଦୋଓଡ଼ା (ଦେଖ) - —Do-oṟḍ̠ā (See)
ଅନୁବାଦ
[ସମ୍ପାଦନା]ବିଶେଷଣ - (ସଂସ୍କୃତ - ଦ୍ୱି)
[ସମ୍ପାଦନା]- ୧. ଦ୍ୱିତୀୟ — ୧. Second.
- ୨. ଅତିରିକ୍ତ —୨. Additional.
(ଯଥା—ଦୋହୋରା ଘର)
- ୩. ଦୁଇ ଥର କରାଯିବା —୩. Done twice.
- ୪. ଦ୍ୱିଗୁଣିତ —୪. Double.
- ୫. ଦ୍ୱିତୀୟଥର କରାଯିବା — ୫. Done for the second time.
- ୬. ସ୍ଥୂଳକାୟ —୬. Fat; corpulent.
- ୭. ଦୁଇ ଭାଙ୍ଗ କରାଯାଇ ଥିବା —୭. Folded double.
ଅନୁବାଦ
[ସମ୍ପାଦନା]ଅ
[ସମ୍ପାଦନା]ଆହୁରି ଥରେ; ପୁନର୍ବାର —Once over again.
ବହୁତ ଆକଟ ଅଜ୍ଞା ପଡ଼ୁଛି ଦୋହୋଲା ପ୍ରାଚୀ. ବ୍ରହ୍ମନିରୂପଣ ଗୀତା
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଦୈରା (ଦେଖ) - D&aline;&uline;rā (See)