ଦୋହ୍ୟ
ଦେଖଣା
ଦୋହ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଦୂହ୍ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ଦୋହନଯୋଗ୍ୟ ୧. Fit to be milked.
- ୨. ଯେଉଁ ଜୀବଙ୍କଠାରୁ ଦୁଧ ଦୁହାଁ ଯାଏ (ଯଥା—ଗାଈ; ମଈଷୀ, ଛେଳୀ) —୨. Milked; giving milk.
- ୩. ଯେଉଁ ବ୍ୟକ୍ତିଠାରୁ ଧନ ଆଦି ଜବରଦସ୍ତି ଗ୍ରହଣ କରାଯାଏ —୩. (a person) From whom money is extored.
(ଦୋହ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଦୁଗ୍ଧ (ହିନ୍ଦୀ - ଶବ୍ଦସାଗର) — ୧. Milk.