Jump to content

ଦୋୟମ୍

ଉଇକିଅଭିଧାନ‌ରୁ

ଦୋୟମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ଉର୍ବରତା ସମ୍ୱନ୍ଧେ ଦ୍ୱିତୀୟ ଶ୍ରେଣୀର (ଜମି) —୧. (land) Of the second class as regards productiveness.

[ ଦ୍ର—୧୮୪୨: ସାଲର ଓଡୢଶା ରାଜସ୍ୱ ବନ୍ଦୋବସ୍ତ ସମୟରେ ଉର୍ବରତା ଅନୁସାରେ ଜମିମାନଙ୍କ ଶ୍ରେଣୀ ବିଭାଗ କରାଯାଇ ତଦ— ନୁସାରେ ଖଜଣା ଧାର୍ଯ୍ୟ ହୋଇଗଲା ୧ମ ଶ୍ରେଣୀ ବା ଅତ୍ୟୁ୘ୃଷ୍ଟ— ଅଉଲ୍. ୨ୟ ଶ୍ରେଣୀ—ଦୋୟମ୍, ୩ୟଶ୍ରେଣୀ—ସୋୟମ୍, ୪ର୍ଥ ଶ୍ରେଣୀ—ଚାହାରମ୍ ଇତ୍ୟାଦି ]

୨. ଦ୍ୱିତୀୟ —୨. Second (in position)