Jump to content

ଦୋ ମୁହାଁ

ଉଇକିଅଭିଧାନ‌ରୁ

ଦୋ ମୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ଦୋମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ଦ୍ୱି ଓ ମୁଖ)

[ସମ୍ପାଦନା]
୧. ଯାହାର ଦୁଇଟି ମୁହଁ —୧. Two-faced.
୨. (ଗାଳିରେ ବ୍ୟ୍ୟବହୃତ)—ଯାହାର କଥା ଠିକ ରହେ ନାହିଁ —୨. Fickle.
୩. ଯେ ଆପଣାର ସତ୍ୟପାଳନ କରେ ନାହିଁ — ୩. One who is not true to his promise; one who is not a man of his words.
୪. ପ୍ରତାରକ; ଦଗାବାଜ୍ —୪. Deceitful.
୫. ଯେ ଉଭୟ ପକ୍ଷକୁ ସମର୍ଥନ କରେ — ୫. Espousing both the opposite sides.
୬. କପଟୀ —୬. Hypocritical.