ଦୌଖେବାର୍
ଦେଖଣା
ଦୌଖେବାର୍
ଉଚ୍ଚାରଣ
[ସମ୍ପାଦନା]ବୈଦେଶିକ - (ରୁଷ୍ ଭାଷା)
[ସମ୍ପାଦନା]ରୁଷିଆର ଅଧିବାସୀ ଜାତି— ବିଶେଷ —The Daukhebars; a class of people of Russia.
[ଦ୍ରଷ୍ଟବ୍ୟ —ଏମାନେ ଅଷ୍ଟାଦଶ ଶତାବ୍ଦୀରେ ଯୁଦ୍ଧ କରିବାକୁ ଅସ୍ୱୀକାର କରିବାରୁ ରୁଷିଆ ଗଭର୍ଣ୍ଣମେଣ୍ଟ ରାଜ୍ୟରୁ ସାତ ହଜାର ଲୋକଙ୍କୁ ତଡ଼ି ଦେଇଥିଲେ ସେଠାରୁ ଯାଇ ଏମାନେ ଉତ୍ତର ଆମେରିକା କାନେଡ଼ା ରାଜ୍ୟର ନେଲ୍ସନ୍ ସହରର ୨ ମାଇଲ ପୂର୍ବରେ ଉପନିବେଶ ସ୍ଥାପନ କଲେ ଏମାନଙ୍କ ବଂଶଧରମାନେ ସେଠାରେ ଅଛନ୍ତି ଏମାନେ ଲଙ୍ଗଳା ରହନ୍ତି; ଆମିଷ ଭକ୍ଷଣ କରନ୍ତି ନାହିଁ ଓ ଲୋମବସ୍ତ୍ର ପିନ୍ଧନ୍ତି ନାହିଁ ଏମାନେ ରୁଷିଆ ସଂସ୍କାରକ ଓ ଲେଖକ କାଉଣ୍ଟ୍ ଟଲଷ୍ଟଏ (Count Tolstoy)ଙ୍କ ମତାବଲମ୍ୱୀ ଓ ଏକେଶ୍ୱରବାଦୀ; ଏମାନେ ଶାସନତନ୍ତ୍ରକୁ ମାନନ୍ତି ନାହିଁ ଓ ସରକାକଙ୍କୁ ଖଜଣା ଦିଅନ୍ତି ନାହିଁ ଏମାନେ ଅଳ୍ପାହାରୀ ଓ ଭୂମି— ଶାୟୀ ଏମାନେ ରୁଷ୍ଭାଷା ବ୍ୟବହାର କରନ୍ତି]