Jump to content

ଦୌତ୍ୟ

ଉଇକିଅଭିଧାନ‌ରୁ

ଦୌତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦୂତ+ଭାବ. ଯ)

[ସମ୍ପାଦନା]
୧. ଦୂତର କର୍ମ ଚାକିରି — ୧. The service or post of an ambassador or messenger.
୨. ମଧ୍ୟସ୍ଥତା —୨. Umpireship; intermediation.