Jump to content

ଦୌର୍ଜ୍ଜନ୍ୟ

ଉଇକିଅଭିଧାନ‌ରୁ

ଦୌର୍ଜ୍ଜନ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଦୌର୍ଜନ୍ୟ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦୁର୍ଜ୍ଜନ+ଭାବେ. ଯ)

[ସମ୍ପାଦନା]
୧. ଦୁର୍ଜନତା; କ୍ରୂରତା — ୧. Wickedness.
୨. ଦୁର୍ବ୍ୟବହାର — ୨. Vile treatment.