ଦୌର୍ଭାଗିନେୟ
(ଦୌଭାଗିନେୟା—ସ୍ତ୍ରୀ)
(ସୌଭାଗିନେୟ—ବିପରୀତ)
ଭାଗ୍ୟହୀନା ବା ସ୍ୱାମିପରିତ୍ୟକ୍ତା ସ୍ତ୍ରୀର ସନ୍ତାନ — The son of an unfortunate or deserted woman.