Jump to content

ଦୌର୍ହୃଦ

ଉଇକିଅଭିଧାନ‌ରୁ

ଦୌର୍ହୃଦ

ଉଚ୍ଚାରଣ

[ସମ୍ପାଦନା]

(ଦୌହୃଦ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଦ୍ୱି+ହୃଦ୍=ଅନ୍ତଃକରଣ+ଅ; ନିପାତନ)

[ସମ୍ପାଦନା]

ଦୋହଦ; ଗର୍ଭିଣୀର ବିଶିଷ୍ଟ ବସ୍ତୁରେ ସ୍ପୃହା — ୧. The longing of a pregnant woman.

୨. ଗର୍ଭଧାରଣ —୨. Pregnancy (Apte).
୩. ଗର୍ଭ —୩. Womb (Apte).
୪. ଭ୍ରୂଣ —୪. Embryo.
୫. (ଦୁର୍ହୃଦ+ଅ) ଦୁଷ୍ଟ ସ୍ୱଭାବ — ୫. Evil disposition of mind (Apte).